ଦୁଲା Duḻā
- ପ୍ରାଦେ. (ପୁରୀ; ବାଣପୁର) ବି. — କୋଠାର କଡ଼ି — Beam of the roof of a building
- ପ୍ରାଦେ. (ସମ୍ବଲପୁର) ବିଣ. — ଦୁହ୍ଲା (ଦେଖ) — Duhlā (See)
- ପ୍ରାଦେ. (ଗଞ୍ଜାମ) ବି — ଆଟୁ କରିବା ପାଇଁ ଘରର କାନ୍ଥ ଉପରେ ପକାଇବା ଓରା — Cross-beams on the walls over which a clay roof is built inside a thatch