ଦୁଲଣା Dulaṇā
- ଦେ. ବିଣ. ପୁଂ (ସଂ. ଦୁର୍ଲଳିତ) — ଗେହ୍ଲା — Dandled; to much fondled or caressed; spoiled with fondling
- ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ଦୁର୍ଲଳ) — ପୁତ୍ର ବା କନ୍ଯା — Son or daughter
- ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ଦୁର୍ଲଳ) — ତରଙ୍ଗ ଦୋଳାରେ ଦୋଳାୟିତ କିବା ସିନ୍ଧୁ ଦୁଲଣା। ରାଧାନାଥ. ଉଷା।
- ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ଦୁର୍ଲଳ) — ଗେହ୍ଲା ପୁଅ ବା ଝିଅ — A spoilt boy or girl