ଦୁରୂହ Duruha
- ସଂ. ବିଣ. (ଦୁର୍+ଊହ ଧାତୁ=ତର୍କ କରିବା+କର୍ମ. ଅ) — ଦୁର୍ବୋଧ୍ୟ — Difficult to understand. abstruse; hard to comprehend
- ସଂ. ବିଣ. (ଦୁର୍+ଊହ ଧାତୁ=ତର୍କ କରିବା+କର୍ମ. ଅ) — ଦୁଃସାଧ୍ୟ; କଷ୍ଟକର; କଠିନ — Dificult of accomplishment or attainment
- ସଂ. ବିଣ. (ଦୁର୍+ଊହ ଧାତୁ=ତର୍କ କରିବା+କର୍ମ. ଅ) — ଦୁର୍ବହ — Unbearable
- ସଂ. ବିଣ. (ଦୁର୍+ଊହ ଧାତୁ=ତର୍କ କରିବା+କର୍ମ. ଅ) — ଦୁରଧିଗମ୍ୟ — Inaccessible