ଦୁମାଳ Dumāḻa

  • ଦେ. ବି — ସୋନପୁର ରାଜ୍ୟ ନିବାସୀ ଏକ ଶୂଦ୍ରଜାତୀୟ ଲୋକ — A caste of Ṡūdras inhabiting Sonepur State
  • ଦେ. ବି — [ଦ୍ର—ଏମାନେ ଦୁଇ ଖଣ୍ଡ କଳା କାଠ ଭୂମିରେ ପୋତି ଝମ୍ବେଶ୍ୱରୀଠାକୁରାଣୀଙ୍କୁ କଳ୍ପନା କରି ପୂଜା କରନ୍ତି। ଠାକୁରାଣୀଙ୍କ ମୁଣ୍ଡରେ ସିନ୍ଦୁର ଲଗାନ୍ତି ନାହିଁ, କି କଳା ଲୁଗା, କଳା ଭୂଷଣ ପରିଧାନ କରାନ୍ତି ନାହିଁ। ଏମାନେ ହିନ୍ଦୁ ଓ ସ୍ପୃଶ୍ୟ ଜାତି—ଜଗବନ୍ଧୁ. ପ୍ରାଚୀନ ଉତ୍କଳ।]