ଦୁବେଇ Dubei

  • ଦେ. ବି. (ସଂ. ଦ୍ୱିବେଦୀ) — ବ୍ରାହ୍ମଣମାନଙ୍କ ଉପାଧିବିଶେଷ — The title of certain Brāhmaṇas
  • ବିଣ — ଦୋବେଇ (ଦେଖ) — Dobei (See)