ଦୁଦ୍ Dud
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଦୁଗ୍ଧ) — ଯୁବତୀର ବା ସ୍ତ୍ରୀର ସ୍ତନ — A female's or young woman's breast
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଦୁଗ୍ଧ) — [ଦ୍ର—ସମ୍ବଲପୁର ଅଞ୍ଚଳରେ ମାତୃସ୍ତନକୁ 'ଥନ୍' ବା 'ବୁ' ବୋଲାଯାଏ। ଯୁବତୀ ସ୍ତନକୁ ଦୁଦ୍ ବା ଦୁଧ୍ ବୋଲାଯାଏ। ଓଡ଼ିଶାରେ ଦୁଧର ଅର୍ଥ 1 . ଦୁଗ୍ଧ; 2 ସ୍ତ୍ରୀସ୍ତନ; 3 ମାତୃସ୍ତନ; କିନ୍ତୁ ସମ୍ବଲପୁରରେ ଦୁଦ୍ର ଅର୍ଥ ସ୍ତ୍ରୀ ବା ଯୁବତୀର ସ୍ତନ; ଏବଂ ଗୁରସି (ଗୋରସ୍), ଓଖର ଓ ନଳାପାଣି ଆଦି ଶବ୍ଦ ଦୁଗ୍ଧ ଅର୍ଥରେ ବ୍ଯବହୃତ ହୁଏ।] — [ଦ୍ର—ସମ୍ବଲପୁର ଅଞ୍ଚଳରେ ମାତୃସ୍ତନକୁ 'ଥନ୍' ବା 'ବୁ' ବୋଲାଯାଏ ଯୁବତୀ ସ୍ତନକୁ ଦୁଦ୍ ବା ଦୁଧ୍ ବୋଲାଯାଏ ଓଡ଼ିଶାରେ ଦୁଧର ଅର୍ଥ1. ଦୁଗ୍ଧ;2ସ୍ତ୍ରୀସ୍ତନ;3ମାତୃସ୍ତନ; କିନ୍ତୁ ସମ୍ବଲପୁରରେ ଦୁଦ୍ର ଅର୍ଥ ସ୍ତ୍ରୀ ବା ଯୁବତୀର ସ୍ତନ; ଏବଂ ଗୁରସି (ଗୋରସ୍), ଓଖର ଓ ନଳାପାଣି ଆଦି ଶବ୍ଦ ଦୁଗ୍ଧ ଅର୍ଥରେ ବ୍ଯବହୃତ ହୁଏ]