ଦୁଜେ Duje

  • ଦେ. କ୍ରି. ବିଣ. (ସଂ. ଦ୍ୱି) — ଦ୍ୱିତୀୟତଃ; ଦ୍ୱିତୀୟରେ — Secondly
  • ଦେ. କ୍ରି. ବିଣ. (ସଂ. ଦ୍ୱି) — ଏବେ ନବଯୁବା ଦୁଜେ ସେ କୁମାର ରାଧାନାଥ. ନନ୍ଦକେଶରୀ।
  • ବିଣ. — ଦ୍ୱିତୀୟ — Second
  • ବିଣ. — ସମ ପ୍ରତୁଲ୍ୟ କେହି ନାହିଁ ସର୍ଜନେ ଦୁଜେ ବ୍ରହ୍ମା ସେହି। ଜଗନ୍ନାଥ. ଭାଗବତ।