ଦୁଜା Dujā

  • ଦେ. ବିଣ. (ସଂ. ଦ୍ୱି) — ଦ୍ୱିତୀୟ — Second
  • ଦେ. ବିଣ. (ସଂ. ଦ୍ୱି) — ସକଳ ଲୋକେ ତୁମ୍ଭ ପୂଜା, କି ପଟାନ୍ତର ଦେବା ଦୁଜା। ଜଗନ୍ନାଥ. ଭାଗବତ।
  • ପ୍ରାଦେ. (ବାଲେଶ୍ୱର) ବି. — ସୌର ମାସର ଦ୍ୱିତୀୟଦିନ; ନିରଂଶ ଦିବସ — The second day of a solar month