ଦୁକୂଳ Dukūḻa
- ସଂ. ବି (ଦୁ ଧାତୁ=ଉତ୍ତପ୍ତ କରିବା+ଊଳ; କୁ ଆଗମ; ଯେଉଁ ବସ୍ତ୍ର ଉତ୍ତାପଜନକ; ବା ଦୁର୍+କୁଳ୍ ଧାତୁ+କର୍ତ୍ତୃ. ଅ) — ପାଟଲୁଗା; ପଟ୍ଟବସ୍ତ୍ର — Silk cloth
- ସଂ. ବି (ଦୁ ଧାତୁ=ଉତ୍ତପ୍ତ କରିବା+ଊଳ; କୁ ଆଗମ; ଯେଉଁ ବସ୍ତ୍ର ଉତ୍ତାପଜନକ; ବା ଦୁର୍+କୁଳ୍ ଧାତୁ+କର୍ତ୍ତୃ. ଅ) — ଶୁଭ୍ର ବା ଧଳା ବସ୍ତ୍ର — White cloth
- ସଂ. ବି (ଦୁ ଧାତୁ=ଉତ୍ତପ୍ତ କରିବା+ଊଳ; କୁ ଆଗମ; ଯେଉଁ ବସ୍ତ୍ର ଉତ୍ତାପଜନକ; ବା ଦୁର୍+କୁଳ୍ ଧାତୁ+କର୍ତ୍ତୃ. ଅ) — ବୃକ୍ଷର ବକଳାର ତନ୍ତୁରେ ନିର୍ମିତ ସୂକ୍ଷ୍ମ ବସ୍ତୁ — Very fine cloth made from the fine fibres of the bark of certain plants
- ସଂ. ବି (ଦୁ ଧାତୁ=ଉତ୍ତପ୍ତ କରିବା+ଊଳ; କୁ ଆଗମ; ଯେଉଁ ବସ୍ତ୍ର ଉତ୍ତାପଜନକ; ବା ଦୁର୍+କୁଳ୍ ଧାତୁ+କର୍ତ୍ତୃ. ଅ) — ସୂକ୍ଷ୍ମ ବସ୍ତ୍ର — Thin cloth; fine cloth
- ସଂ. ବି (ଦୁ ଧାତୁ=ଉତ୍ତପ୍ତ କରିବା+ଊଳ; କୁ ଆଗମ; ଯେଉଁ ବସ୍ତ୍ର ଉତ୍ତାପଜନକ; ବା ଦୁର୍+କୁଳ୍ ଧାତୁ+କର୍ତ୍ତୃ. ଅ) — ଉତ୍ତରୀୟ ବସ୍ତ୍ର — An upper sheet; scarf