ଦୁଉଣୀ Du-uṇī

  • ଦେ. ବି. — ଛୋଟ ଜାହାଜ; ସୁଲୁପ୍ — A sloop
  • ଦେ. ବି. — ଅତି ସାନ ଜାହାଜର ନାମ ଦୁଉଣୀ । ଫକୀରମୋହନ. ଗଳ୍ପସ୍ୱଳ୍ପ ।