ଦୁଆଡ଼ Duāṟḍ̠a

  • ଦେ. ବି — ପ୍ରାଚୀନ ଓଡ଼ିଶାରେ ଯୁଦ୍ଧରେ ବ୍ଯବହୃତ ଦୁଇ କନା ଥିବା ଅସ୍ତ୍ରବିଶେଷ (ମାଦଳା ପାଞ୍ଜି) — A two-pronged weapon
  • ଦେ. ବି — ଗାଧୋଇବାଠାରେ ଧରିଥାନ୍ତି କରେ, ଲୁହାଠେଙ୍ଗା ଭଲ ଦୂଆଡ଼ । ବ୍ରଜନାଥ. ସମରତରଙ୍ଗ ।