ଦୀର୍ଘ Dīrgha

  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — (ସମୟ ଓ ଆକାରରେ) ଲମ୍ବା — Long; (in space and time); reaching far
  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — ଡେଙ୍ଗା — Tall
  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — ଉଚ୍ଚ — High; lofty
  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — ବହୁତ; ଅଧିକ — Excessive
  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — ଆୟତ; ସୁଦୂର ବିସ୍ତୃତ — Extensive; extended; spacious.]
  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — ଗୁରୁ — Heavy
  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — ବିସ୍ତର; ବହତ୍; ବଡ଼ — Great; large; big
  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — ବହୁକାଳବ୍ୟାପୀ — Extending over a long period
  • ସଂ. ବିଣ. (ଦ୍ରାଘ ଧାତୁ=ଲମ୍ବା କରିବା; ଆୟତ୍ତ ହେବା+ଅ) — ଗଭୀର (ନିଶ୍ୱାସ) — Deep (breath)
  • ବି — (ବ୍ୟାକରଣ) ଦ୍ୱିମାତ୍ରା ପରିମିତ ସ୍ୱରବର୍ଣ୍ଣ; ଗୁରୁସ୍ୱର; ଦ୍ୱିମାତ୍ରା ସ୍ୱର — Long vowel
  • ବି — (ଯଥା—ଆ, ଈ, ଊ, ଋ, ଏ, ଐ, ଓ, ଔ।)
  • ବି — (ଜ୍ୟୋତିଷ) ସିଂହ, କନ୍ୟା, ତୁଳା ଓ ବିଛାରାଶି — The names of the 4th, 6th, 7th, and 8th, signs of the zodiac (lion, virgin, balance and scorpion.)