ଦୀପ Dīpa
- ସଂ. ବି. (ଦୀପ୍ ଧାତୁ+କର୍ତ୍ତୃ. ଅ) — ଆଲୋକାଧାରା; ପ୍ରଦୀପ — A lamp
- ସଂ. ବି. (ଦୀପ୍ ଧାତୁ+କର୍ତ୍ତୃ. ଅ) — ଆଲୋକ — A light
- ସଂ. ବି. (ଦୀପ୍ ଧାତୁ+କର୍ତ୍ତୃ. ଅ) — ତେଲ ଓ ବଳିତା ସାହାଯ୍ଯରେ ଜଳାଯିବା ଆଧାର — An oil lamp
- ସଂ. ବି. (ଦୀପ୍ ଧାତୁ+କର୍ତ୍ତୃ. ଅ) — ଜଳୁଥିବା ନିଆଁର ଶିଖା — A burning flame
- ସଂ. ବି. (ଦୀପ୍ ଧାତୁ+କର୍ତ୍ତୃ. ଅ) — (ଲକ୍ଷଣାର୍ଥ) (କୌଣସି କୁଳ ବା ଅଞ୍ଚଳରେ ପ୍ରଦୀପ ପରି) ପ୍ରଭାବଶାଳୀ ବ୍ୟକ୍ତ — (figurative) A glorious person
- ସଂ. ବି. (ଦୀପ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହି ଅର୍ଥରେ ଅନ୍ଯ ଶବ୍ଦ ସଙ୍ଗେ ମଧ୍ୟ ଏହା ବ୍ଯବହୃତ ହୁଏ । ଯଥା—ସେ ଆମ କୁଳଦୀପ ।]
- (ସଂ. ଦ୍ୱୀପ) — ଦ୍ୱୀପ — An island
- (ସଂ. ଦ୍ୱୀପ) — ବିଜ୍ୱଳିତ ଦୀପେ ଯେ ସରିତଈଶ ସରି । ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ ।
- ସଂ. ବିଣ — ପ୍ରକାଶକ; ଯାହା ଉଜ୍ଜ୍ୱଳ କରେ — Illuminating
- ସଂ. ବିଣ — (ଲକ୍ଷଣାର୍ଥ)—ପ୍ରଭାଶାଳୀ — (figurative) Glorious; brilliant; glorifying