ଦିଷ୍ଟ Dishṭa

  • ସଂ. ବି (ଦିଶ୍ ଧାତୁ=ଦାନକରିବା, କହିବା+କର୍ମ. ତ) — କାଳ; ସମୟ — Time
  • ସଂ. ବି (ଦିଶ୍ ଧାତୁ=ଦାନକରିବା, କହିବା+କର୍ମ. ତ) — ଭାଗ୍ୟ; ଅଦୃଷ୍ଟ — Luck; fortune; destiny
  • ସଂ. ବି (ଦିଶ୍ ଧାତୁ=ଦାନକରିବା, କହିବା+କର୍ମ. ତ) — [ଦ୍ର—ତୁଳନାକର:—ଇଂ — Destiny:ଡେଷ୍ଟିନୀ]
  • ସଂ. ବି (ଦିଶ୍ ଧାତୁ=ଦାନକରିବା, କହିବା+କର୍ମ. ତ) — ବୈବସୁତ ମନୁଙ୍କ ପୁତ୍ର — Name of the son of Ba̲i̱baswata Manu
  • ସଂ. ବି (ଦିଶ୍ ଧାତୁ=ଦାନକରିବା, କହିବା+କର୍ମ. ତ) — ଉପଦେଶ (ହି. ଶବ୍ଦସାଗର) — Advice
  • ସଂ. ବି (ଦିଶ୍ ଧାତୁ=ଦାନକରିବା, କହିବା+କର୍ମ. ତ) — ଦାରୁ ହରିଦ୍ରା (ହି. ଶବ୍ଦସାଗର) (ଦେଖ) — Dāru haridrā (See)
  • ବିଣ — ଆଦିଷ୍ଟ — Ordered
  • ବିଣ — ପୂର୍ବରୁ ନିରୂପିତ — Ordained
  • ବିଣ — ଉପଦିଷ୍ଟ — Instructed; directed
  • ବିଣ — ସ୍ଥିରୀକୃତ — Determined; ascertained
  • ବିଣ — କଥିତ — Spoken
  • ବିଣ — ଦତ୍ତ — Given