ଦାଢ଼ି Dāṟḍ̠ẖi
- ଦେ. ବି (ସଂ. ଦାଢ଼ା=ଦନ୍ତରୁ; ସଂ. ଦାଢ଼ିକା) — ଶ୍ମଶ୍ରୁ — Beard
- ଦେ. ବି (ସଂ. ଦାଢ଼ା=ଦନ୍ତରୁ; ସଂ. ଦାଢ଼ିକା) — ଦାଢ଼ି କସ୍ତୁରୀ—କଣ୍ଡାର କଳା ଗୋ । ପ୍ରାଚୀ. ରହସ୍ୟମଞରୀ ।
- ଦେ. ବି (ସଂ. ଦାଢ଼ା=ଦନ୍ତରୁ; ସଂ. ଦାଢ଼ିକା) — ଥୋଡ଼ି; ଚିବୁକ — Chin
- ଦେ. ବି (ସଂ. ଦାଢ଼ା=ଦନ୍ତରୁ; ସଂ. ଦାଢ଼ିକା) — ବଳଦ ବା ଷଣ୍ଢର ତଳପାଟିର ଦାନ୍ତ — The row of front teeth of a bullock on the lower Jaw
- ଦେ. ବି (ସଂ. ଦାଢ଼ା=ଦନ୍ତରୁ; ସଂ. ଦାଢ଼ିକା) — ଦାଢ଼ା (ଦେଖ) — Dāṟḍ̠ẖā (See)