ଦାଢ଼ିଆ Dāṟḍ̠ẖiā

  • ଦେ. ବିଣ — ଶ୍ମଶ୍ରୁଳ — Bearded
  • ଦେ. ବିଣ — ଦୀର୍ଘ ଶ୍ମଶ୍ରୁଯୁକ୍ତ — Having long and flowing beard
  • ବି — ମୁସଲମାନ୍ — Mahomedan
  • ବି — [ଦ୍ର—ଏମାନଙ୍କର ଶ୍ମଶ୍ରୁ ଥିବାରୁ; ଯଥା— ବିଲାତଫେରନ୍ତା ବାବୁଙ୍କର ଦାଢ଼ିଆ ପୂଜାହାରୀ ନ ହେଲେ କାମ ଚଳେ ନାହିଁ ।]