ଦାଢ଼ା Dāṟḍ̠ẖā

  • ସଂ. ବି (ଦୋ ଧାତୁ= ଛେଦନ କରିବା+କରଣ. ଢ+ଆ) — ବଡ଼ ଦାନ୍ତ — Tusk; big tooth
  • ସଂ. ବି (ଦୋ ଧାତୁ= ଛେଦନ କରିବା+କରଣ. ଢ+ଆ) — ନାହୁଡ଼ — Sting
  • ସଂ. ବି (ଦୋ ଧାତୁ= ଛେଦନ କରିବା+କରଣ. ଢ+ଆ) — ବିଷଦାନ୍ତ — Fang
  • ସଂ. ବି (ଦୋ ଧାତୁ= ଛେଦନ କରିବା+କରଣ. ଢ+ଆ) — ପ୍ରାର୍ଥନା — Prayer
  • ସଂ. ବି (ଦୋ ଧାତୁ= ଛେଦନ କରିବା+କରଣ. ଢ+ଆ) — ସମୂହ — Collection
  • ଦେ. ବି (ସଂ. ଦାଢ଼ା; ସଂ. ଦଂଷ୍ଟ୍ରା; ପ୍ରା. ଦାଡ୍ଢ଼ା) — ତୀକ୍ଷ୍ଣଦାନ୍ତ — Sharp tooth