ଦାହୀ Dāhī

  • ସଂ. ବିଣ. ପୁଂ. (ଦହ୍ ଧାତୁ ଣିଚ୍, ଦାହି ଧତୁ+ ଇନ୍; 1 ମା. 1 ବ.) — ଦହନକାରୀ; ଦଗ୍ଧକାରୀ — Incendiary; burning
  • ସଂ. ବିଣ. ପୁଂ. (ଦହ୍ ଧାତୁ ଣିଚ୍, ଦାହି ଧତୁ+ ଇନ୍; 1 ମା. 1 ବ.) — ଦାହଜନକ — Producing inflammation. inflammatory