ଦାହା Dāhā

  • ଦେ. ବି. (ସଂ. ଦହନ) — ଦହନ — Burning
  • ଦେ. ବି. (ସଂ. ଦହନ) — ବାନର ଲଙ୍କା କରୁଛି ଦାହା, ବାବୁ ଦଇବ ନ କରେ କାହା— ବିଶ୍ୱନାଥ ବିଚିତ୍ର ରାମାୟଣ।
  • ଦେ. ବି. (ସଂ. ଦହନ) — ଶରୀରର ପ୍ରଦାହ — Burning sensation of the body