ଦାହନ Dāhana

  • ସଂ. ବି. (ଦହ୍ ଧାତୁ ଣିଚ୍ ଦାହି; ଧାତୁ+ଭାବ. ଅନ) — ପୋଡ଼ି ଦେବା; ଜଳାଇବା; ପ୍ରଜ୍ୱଳନ — Burning; setting; fire to a thing
  • ସଂ. ବି. (ଦହ୍ ଧାତୁ ଣିଚ୍ ଦାହି; ଧାତୁ+ଭାବ. ଅନ) — ସନ୍ତାପନ — Inflaming