ଦାସ୍ୟ Dāsya
- ସଂ. ବି. (ଦାସ+ଭାବାର୍ଥେ. ଯ) — ଗୋଲାମି; ପରାଧୀନତା — Slavery; condition of a servant; bondage; servitude
- ସଂ. ବି. (ଦାସ+ଭାବାର୍ଥେ. ଯ) — ସେବା; ଚାକିରି — Service
- ସଂ. ବି. (ଦାସ+ଭାବାର୍ଥେ. ଯ) — [ଦ୍ର—ନବଧାଭକ୍ତି ମଧ୍ୟରୁ ଦାସ୍ୟ ଏକତମ; ଏହା ପ୍ରଭୁଙ୍କ ଅଙ୍ଗସେବା ଆଦି ଅଟେ।]