ଦାସ୍ତ Dāsta

  • ବୈଦେ. ବି — (ଫା. ଦସ୍ତ୍)—ମଳତ୍ୟାଗ; ଝାଡ଼ା — Motion of the bowels; stool
  • ବୈଦେ. ବି — (ଫା. ଦାସ୍ତ୍)—ପାଳନ; ପୋଷଣ; ହେପାଜିତ୍; ଚାହିତା — Maintenance; care