ଦାରୁକ Dāruka
- ସଂ. ବି. (ଦୃ ଧାତୁ ଣିଚ ଦାରି ଧାତୁ=ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଉକ) — (ନାମ) ଶ୍ରୀକୃଷ୍ଣଙ୍କ ସାରଥି — Name of the charioteer of Ṡrīkṛushṇa
- ସଂ. ବି. (ଦୃ ଧାତୁ ଣିଚ ଦାରି ଧାତୁ=ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଉକ) — ଦାରୁକ ନନ୍ଧିଘୋଷ ରଥେ ଅଶ୍ୱ ଦଉଡ଼ୀ ଘେନି ହସ୍ତେ। ଜଗନ୍ନାଥ. ଭାଗବତ।
- ସଂ. ବି. (ଦୃ ଧାତୁ ଣିଚ ଦାରି ଧାତୁ=ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଉକ) — [ଦ୍ର—ଏ ବିଶେଷ କୃଷ୍ଣଭକ୍ତ ଥିଲେ। ସୁଭଦ୍ରାହରଣ ସମୟରେ ଏ ଅର୍ଜୁନଙ୍କୁ କିହିଲେ 'ମୁଁ' ଯାଦବଙ୍କ ବିରୋଧରେ ରଥ ଚଳାଇ ପାରିବି ନାହିଁ, ଆପଣ ମୋତେ ବାନ୍ଧି ପକାନ୍ତୁ ଓ ଏହି ରଥରେ ସୁଭଦ୍ରାଙ୍କୁ ନେଇ ଯାଆନ୍ତୁ।' ଶ୍ରୀକୃଷ୍ଣଙ୍କ ଦେହାନ୍ତର ସମାଚାର ଏ ପ୍ରଥମେ ଅର୍ଜୁନଙ୍କୁ ଦେଇଥିଲେ।]
- ସଂ. ବି. (ଦୃ ଧାତୁ ଣିଚ ଦାରି ଧାତୁ=ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଉକ) — (ଦାରୁ+ସ୍ୱାର୍ଥେ. କ)—ଦେବଦାରୁ ଗଛ — The cedar tree; the pine tree
- ସଂ. ବି. (ଦୃ ଧାତୁ ଣିଚ ଦାରି ଧାତୁ=ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଉକ) — କାଠ — Wood