ଦାରଦ Dārada

  • ସଂ. ବି. (ଦୃ ଧାତୁ+ଅ ଦ; ବା ଦରଦ ଦେଶବିଶେଷ+ ଭାବାର୍ଥେ. ଅ) — ପାରଦ — Quicksilver
  • ସଂ. ବି. (ଦୃ ଧାତୁ+ଅ ଦ; ବା ଦରଦ ଦେଶବିଶେଷ+ ଭାବାର୍ଥେ. ଅ) — ସମୁଦ୍ର — Ocean
  • ସଂ. ବି. (ଦୃ ଧାତୁ+ଅ ଦ; ବା ଦରଦ ଦେଶବିଶେଷ+ ଭାବାର୍ଥେ. ଅ) — ସିନ୍ଦୂର; ହିଙ୍ଗୁଳ — Vermillion (Apte)
  • ସଂ. ବି. (ଦୃ ଧାତୁ+ଅ ଦ; ବା ଦରଦ ଦେଶବିଶେଷ+ ଭାବାର୍ଥେ. ଅ) — ଦରଦ ଦେଶଜାତ ବିଷବିଶେଷ — A kind of poison found in Durdistan
  • ସଂ. ବିଣ. (ଦରଦ+ଅ) — ଦରଦ ଦେଶ ସମ୍ବନ୍ଧୀୟ — Relating to Durdistan
  • ସଂ. ବିଣ. (ଦରଦ+ଅ) — ଦରଦ ଦେଶବାସୀ — Residing in Durdistan