ଦାରକ Dāraka

  • ସଂ. ବି. ପୁଂ. (ଦୃ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅକ; ଯେ ମାଆ ପେଟ ବିଦାରଣ କରି ଜନ୍ମ ହୁଏ) — ପୁତ୍ର — Son
  • ସଂ. ବି. ପୁଂ. (ଦୃ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅକ; ଯେ ମାଆ ପେଟ ବିଦାରଣ କରି ଜନ୍ମ ହୁଏ) — ଶିଶୁ; ବାଳକ — Boy; child
  • ସଂ. ବି. ପୁଂ. (ଦୃ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅକ; ଯେ ମାଆ ପେଟ ବିଦାରଣ କରି ଜନ୍ମ ହୁଏ) — ଜୀବଶିଶୁ — The young of animals
  • ସଂ. ବି. ପୁଂ. (ଦୃ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅକ; ଯେ ମାଆ ପେଟ ବିଦାରଣ କରି ଜନ୍ମ ହୁଏ) — ଗ୍ରାମ ଶୂକର — Domestic pig; village hog
  • ବିଣ — ବିଦାରକ; ବିଦାରଣକାରୀ — Piercing; splitting