ଦାମ Dāma
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ରଜ୍ଜୁ; ଦଉଡ଼ି — Rope; cord
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ସୁତୁଲି; ସୂତ୍ର — String; ribbon; band
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ଦାଉଣୀ; ଶସ୍ୟ ମର୍ଦ୍ଦନାର୍ଥ ଯେଉଁ ଲମ୍ବ ପଘାରେ ଅନେକ ଗୋରୁ ବନ୍ଧା ହୋଇ ବେଙ୍ଗଳା ବୁଲନ୍ତି — A long tether for tying a number of bullocks for treading paddy-sheaves
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ମାଳ; ମାଳା; ହାର — Chaplet; a string of flowers; garland
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ଗୁଚ୍ଛ; ଗୋଛା — Cluster; bunch
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ଫିତା; ଧଡ଼ିଆ — A ribbon
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ତୃଣବିଶେଷ — A kind of grass or reed
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ସମୂହ; ରାଶି (ହି. ଶବ୍ଦସାଗର) — Multitude; mass
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ଲୋକ; ବିଶ୍ୱ (ହି. ଶବ୍ଦସାଗର) — The universe
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — ପର୍ବତ; (ପ୍ରକୃତିବାଦ) — Mountain
- ସଂ. ବି. (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ 1 ମା. 1 ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହି. ଶବ୍ଦସାଗର) — (ଦମ ଧାତୁ+ଭାବ. ଅ)—ଇନ୍ଦ୍ରିୟ ଦମନ— (ପ୍ରକୃତିବାଦ) — Self-control; keeping of one's organs under control
- ସଂ. ବିଣ. — ଦେବା ବାଲା; ଦାତା (ହି. ଶବ୍ଦସାଗର) — Giving away; bestowing