ଦାମ୍ Dām
- ବୈଦେ. ବି. (ଫା) — ମୂଲ୍ୟ; କିମତ୍; ଜରସମନ୍ — Price; value of a thing; consideration-money
- ବୈଦେ. ବି. (ଫା) — ଭାଉ; ବଜାର ଦର — Market-price; rate
- ବୈଦେ. ବି. (ଫା) — କିଣିବାପାଇଁ ଦ୍ରବ୍ୟକୁ ମୁଲାଇବା କର୍ମ — Bargaining
- ବୈଦେ. ବି. (ଫା) — ଖରିଦ ମୂଲ୍ୟ — Actual purchase-price of a thing
- ବୈଦେ. ବି. (ଫା) — କୌଣସି ଦ୍ରବ୍ୟ ହସ୍ତଗତ ହେବାପାଇଁ ଯାହା ବ୍ଯୟ ହୋଇଥାଏ — Cost-price
- ବୈଦେ. ବି. (ଫା) — ଧନ; ଟଙ୍କା କଉଡ଼ି — Money