ଦାମକ Dāmaka

  • ସଂ. ବି. (ଦାମ+ସ୍ୱାର୍ଥ. କ) — ଗାଡ଼ିର ଜୁଆଳିରେ ବନ୍ଧା ହେବା ଦଉଡ଼ି; ସଗଡ଼ ଦଉଡ଼ି (ହି. ଶବ୍ଦସାଗର) — A rope which is tied to the yoke of a cart
  • ସଂ. ବି. (ଦାମ+ସ୍ୱାର୍ଥ. କ) — ଲଗାମ; ବାଗ୍ଡୋର (ହି. ଶବ୍ଦସାଗର) — Bridle; reins