ଦାନୀୟ Dānīya

  • ସଂ. ବିଣ. (ଦା ଧାତୁ+କର୍ମ ଅନୀୟ) — ଦାନଯୋଗ୍ୟ — Fit to be given away
  • ସଂ. ବିଣ. (ଦା ଧାତୁ+କର୍ମ ଅନୀୟ) — ଦେୟ ବସ୍ତୁ — Giving thing
  • ସଂ. ବିଣ. (ଦା ଧାତୁ+କର୍ମ ଅନୀୟ) — (ଦା+ସଂପ୍ରଦାନ ଅନୀୟ) ଦାନପାତ୍ର; ଦାନୁଆ — Deserving gifts