ଦାଦା Dādā
- ପ୍ରାଦେ. (ମେଦିନୀପୁର; ସମ୍ବଲପୁର) (ସଂ ତାତ; ତୁଳ ସଂ ତୁଳ. ଇଂ ଡାଡ଼ୀ=ପିତାକୁ ଶିଶୁର ସ୍ନେହ ସଂବୋଧନ; ଗ୍ରୀକ୍— ତାତା; ପ୍ରାଚୀନ ଲାଟିନ୍ ତାତା) — ବଡ଼ ଭାଇ; ଜ୍ୟୋଷ୍ଠ ଭ୍ରାତା; ଭାଇନନା — Elder brother
- ପ୍ରାଦେ. (ମେଦିନୀପୁର; ସମ୍ବଲପୁର) (ସଂ ତାତ; ତୁଳ ସଂ ତୁଳ. ଇଂ ଡାଡ଼ୀ=ପିତାକୁ ଶିଶୁର ସ୍ନେହ ସଂବୋଧନ; ଗ୍ରୀକ୍— ତାତା; ପ୍ରାଚୀନ ଲାଟିନ୍ ତାତା) — ପିତାମହ; ଅଜା — Grand father
- ପ୍ରାଦେ. (ମେଦିନୀପୁର; ସମ୍ବଲପୁର) (ସଂ ତାତ; ତୁଳ ସଂ ତୁଳ. ଇଂ ଡାଡ଼ୀ=ପିତାକୁ ଶିଶୁର ସ୍ନେହ ସଂବୋଧନ; ଗ୍ରୀକ୍— ତାତା; ପ୍ରାଚୀନ ଲାଟିନ୍ ତାତା) — (ଯଥା—ବାପଦାଦାଙ୍କ ଦିହକରୁ ଏ କଥା ଶୁଣା ନ ଥିଲା।)
- ପ୍ରାଦେ. (ମେଦିନୀପୁର; ସମ୍ବଲପୁର) (ସଂ ତାତ; ତୁଳ ସଂ ତୁଳ. ଇଂ ଡାଡ଼ୀ=ପିତାକୁ ଶିଶୁର ସ୍ନେହ ସଂବୋଧନ; ଗ୍ରୀକ୍— ତାତା; ପ୍ରାଚୀନ ଲାଟିନ୍ ତାତା) — ଦାଦି (ଦେଖ) — Dādi (See)