ଦାତା Dātā
- ସଂ. ବିଣ. ପୁଂ—(ଦା ଧାତୁ +କର୍ତ୍ତୃ. ତୃକ୍; ଦାତୃ ଶବ୍ଦ 1 ମା. 1 ବ) ଦାନ କାରୀ; ଯେ ଦାନ କରେ — Giving; bestowing
- ସଂ. ବିଣ. ପୁଂ—(ଦା ଧାତୁ +କର୍ତ୍ତୃ. ତୃକ୍; ଦାତୃ ଶବ୍ଦ 1 ମା. 1 ବ) [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୋଇ ମଧ୍ୟ ବ୍ଯବହୃତ ହୁଏ।]
- ସଂ. ବିଣ. ପୁଂ—(ଦା ଧାତୁ +କର୍ତ୍ତୃ. ତୃକ୍; ଦାତୃ ଶବ୍ଦ 1 ମା. 1 ବ) ଦାନଶୀଳ; ବଦାନ୍ୟ — Liberal; bounteous generous munificent; open handed
- ସଂ. ବି — ଦାନକାରୀ ବ୍ଯକ୍ତି — Doner; giver