ଦାଉଦ୍ Dāud
- ଦେ. ବି. (ନାମ) — ଓଡ଼ିଶାର ଜନୈକ ମୋଗଲ ଶାସନକର୍ତ୍ତା — A Mougal Governor of Orissa
- ଦେ. ବି. (ନାମ) — [ଦ୍ର—ସେ ପ୍ରଥମେ ଆକବରଙ୍କ ସଙ୍ଗେ ବିରୋଧ କରି ମୋଗଲମାରିଠାରେ ପରାସ୍ତ ହୋଇ ବଶ୍ୟତା ସ୍ୱୀକାର କଲେ ଓ ପରେ ପୁଣି ଶାସନଭାର ପାଇଲେ ଏବଂ ପୁଣି ବିଦ୍ରୋହୀ ହୋଇ ଆଗମହଲ ଯୁଦ୍ଧ ( 1578 ) ରେ ନିହତ ହେଲେ।, ସେହି ଦିନଠାରୁ ଓଡ଼ିଶା ମୋଗଲ ସମ୍ରାଟଙ୍କର ଖାସ୍ ଶାସନାଧୀନ ରହିଲା।] — [ଦ୍ର—ସେ ପ୍ରଥମେ ଆକବରଙ୍କ ସଙ୍ଗେ ବିରୋଧ କରି ମୋଗଲମାରିଠାରେ ପରାସ୍ତ ହୋଇ ବଶ୍ୟତା ସ୍ୱୀକାର କଲେ ଓ ପରେ ପୁଣି ଶାସନଭାର ପାଇଲେ ଏବଂ ପୁଣି ବିଦ୍ରୋହୀ ହୋଇ ଆଗମହଲ ଯୁଦ୍ଧ (1578) ରେ ନିହତ ହେଲେ, ସେହି ଦିନଠାରୁ ଓଡ଼ିଶା ମୋଗଲ ସମ୍ରାଟଙ୍କର ଖାସ୍ ଶାସନାଧୀନ ରହିଲା]
- ବୈଦେ. ବି. (ନାମ; ଇଂ. ଡାଭିଡ଼) — ଡାଭିଡ଼; ବାଇବଲ ଲିଖିତ ଇହୁଦୀମାନଙ୍କର ସ୍ତୁତିଗାୟକ ଭବିଷ୍ୟଦ୍ବକ୍ତା ରାଜା — King David the prophet King of the Bible