ଦହଡ଼ Dahaṟḍ̠a

  • ଦେ. ବିଣ. (ସଂ. ଦଗ୍ଧ; ତୁଳ. ପାଲି—ଡହଡ଼) — ଡହଡ଼; ଡହଡ଼ହ; ତାତିଲା; ଗରମ — Hot; burning
  • ଦେ. ବିଣ. (ସଂ. ଦଗ୍ଧ; ତୁଳ. ପାଲି—ଡହଡ଼) — ଯହିଁରୁ ବାମ୍ଫ ବାହାରୁଥାଏ — Steaming
  • ଦେ. ବିଣ. (ସଂ. ଦଗ୍ଧ; ତୁଳ. ପାଲି—ଡହଡ଼) — ବ୍ରାହ୍ମଣ ରଜା ଖଣ୍ଟ ପରଜା, ଦହଡ଼ ଅମ୍ବିଳ ଶୀତଳ ଭଜା; କହେ ଦନାଇ ଏ କାହିଁକି ମଜା? ଢଗ।
  • ଦେ. ବିଣ. (ସଂ. ଦଗ୍ଧ; ତୁଳ. ପାଲି—ଡହଡ଼) — ଦାହଯୁକ୍ତ — Burning; feverish