ଦହିବା Dahibā
- ଦେ. କ୍ରି. (ସଂ. ଦହ୍ ଧାତୁ — ପୋଡ଼ି ଦେବା; ଦଗ୍ଧ କରିବା; ନିଆଁ ଲଗାଇ ତହିଁରେ ଜାଳି ଦେବା — To burn; to destroy by fire
- ଦେ. କ୍ରି. (ସଂ. ଦହ୍ ଧାତୁ — ସୁବରନକୁ ତୋହର; ସୁବରନ ସରି ନୋହିବ ଅନଳେ ଦହୁଅଛି ତା ଶରୀର— କବିସୂର୍ଯ୍ୟ ଢୁମ୍ପାଗୀତ।
- ଦେ. କ୍ରି. (ସଂ. ଦହ୍ ଧାତୁ — (ଲକ୍ଷଣାର୍ଥ) ଦହଗଞ୍ଜ କରିବା — (fig) to harass; to cause insense anxiety
- ଦେ. କ୍ରି. (ସଂ. ଦହ୍ ଧାତୁ — ପୋଡ଼ି ଦେବା — To be burnt
- ଦେ. କ୍ରି. (ସଂ. ଦହ୍ ଧାତୁ — ସଜ୍ଜନ ଦୁଃଖାଗ୍ନିରେ ଦହି ପୁଣ୍ୟର ତେଜରେ ଶୋଭଇ-ମଧୁସୂଧନ, ଛନ୍ଦମାଳା