ଦହା Dahā
- ବୈଦେ. ବି—(ଫା. ଦହ=ଦଶ ସଂଖ୍ୟା) — ଦହଲା (ଦେଖ) — Dahalā (See)
- ବୈଦେ. ବି—(ଫା. ଦହ=ଦଶ ସଂଖ୍ୟା) — ମୁସଲମାନଙ୍କ ମହରମ ମାସର 1 ତାରିଖଠାରୁ 10 ତାରିଖ (ଏ ସମୟରେ ମୁସଲମାନଙ୍କ ମହରମ ପର୍ବ ହୁଏ) — ମୁସଲମାନଙ୍କ ମହରମ ମାସର1ତାରିଖଠାରୁ10ତାରିଖ (ଏ ସମୟରେ ମୁସଲମାନଙ୍କ ମହରମ ପର୍ବ ହୁଏ)— . The period of the 1st ten days of the Mahomedan month of Mohoram