ଦହଲା Dahalā

  • ଦେ. ବିଣ — କାଦୁଆ; ପଙ୍କିଳ — Muddy; slimy
  • ଦେ. ବିଣ — ପଙ୍କ ଓ ଜଳମୟ; ଯହିଁରେ ଲୋକ ପଶିଗଲେ ସହଜେ ଉଠି ପାରେ ନାହିଁ — Moory; boggy; moisty
  • ଦେ. ବିଣ. ପୁଂ (ସଂ. ସ୍ଥୂଳକାୟ) — ମୋଟା; ସ୍ଥୂଳକାୟ — Far (male)
  • ଦେ. ବି. — ଦହିଲା (ଦେଖ) — Dahilā (See)