ଦହନ Dahana
- ସଂ. ବି. (ଦହ୍ ଧାତୁ+କର୍ତ୍ତୃ. ଅନ) — ଅଗ୍ନି; ନିଆଁ — Fire
- ସଂ. ବି. (ଦହ୍ ଧାତୁ+କର୍ତ୍ତୃ. ଅନ) — ଜତୁଗୃହେ ପାଣ୍ଡବେ ଲଗାନ୍ତେ ଦହନ। କୃଷ୍ଣସିଂହ ମହାଭାରତ ଆଦି।
- ସଂ. ବି. (ଦହ୍ ଧାତୁ+କର୍ତ୍ତୃ. ଅନ) — (+ଭାବ. ଅନ) ଦାହ — Inflammation
- ସଂ. ବି. (ଦହ୍ ଧାତୁ+କର୍ତ୍ତୃ. ଅନ) — ପୋଡ଼ିଯିବା — Burning
- ସଂ. ବି. (ଦହ୍ ଧାତୁ+କର୍ତ୍ତୃ. ଅନ) — (+କର୍ତ୍ତୃ. ଅନ) ଦୁଷ୍ଟଲୋକ — Wicked person
- ସଂ. ବି. (ଦହ୍ ଧାତୁ+କର୍ତ୍ତୃ. ଅନ) — ଧଳା ଚିତା ଗଛ — Lead wrot plumbago Zeylanica
- ବିଣ — ଦାହକ — Burning
- ଦେ. ବିଣ. — ଦଗ୍ଧ — 2. Burnt
- ଦେ. ବିଣ. — ପୁରୋଚକ ଆଦି ହୋଇଲେ ଦହନ। କୃଷ୍ଣସିଂହ ମହାଭାରତ. ଆଦି।
- ଦେ. ବି. — ନାଶ — Destruction
- ଦେ. ବି. — ଶୁଣିଲେ ମୋ ଚିତ୍ତରୁ ଯେ ସଂଶୟ ଦହନ। ପ୍ରାଚୀ. ଶିବ. ସ୍ୱରୋଦୟ।