ଦଶଶର Daṡaṡira
- ଦେ. ବି — ଜହ୍ନି; (ଏଥିରେ ସାଧାରଣତଃ ଦଶଗୋଟି ଶିରା ଥାଏ ବୋଲି) — Luffa Scutangnla (fruit)
- ଦେ. ବି — (ସଂ. ଦଶଶିରାଃ) ରାବଣ (ଦଶମୁଣ୍ଡବିଶିଷ୍ଟ ବୋଲି) — Rābaṇa
- ଦେ. ବି — ଶରୀରର ପ୍ରଧାନ ଦଶଗୋଟି ଶିର ବା ନାଡ଼ା — The 10 veins of the body
- ଦେ. ବି — (ଯଥା—କଥା କହିଲାବେଳକୁ ବୁଢ଼ାର ଦଶଶିର ଦୁହିଁ ହୋଇ ଯାଉଛି।)