ଦଶ ଜଣ Daṡa jaṇa

  • ଦେ. ବି — ବହୁସଂଖ୍ୟକ ବା ଅନିର୍ଦ୍ଦିଷ୍ଟ ସଂଖ୍ୟକ ବ୍ଯକ୍ତି — Many or an indefinite number of persons
  • ଦେ. ବି — (ଯଥା—ମୋ ଘରକୁ ତ ଦଶ ଜଣ ଆସୁଆଛନ୍ତି, କିଏ ମୋ ଧନ ଚୋରି କରି ନେଇଛି ବୋଲି ମୁଁ କାହାକୁ ଧରିବି?)
  • ଦେ. ବି — ଦଶଟି ବ୍ଯକ୍ତି — Ten persons