ଦଳ Daḻa
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଗଛର ପତ୍ର — Leaf
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଫୁଲର ପାଖୁଡ଼ା — Petal of a flower
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଜୋଟ୍; ପଞ୍ଚା; ପଲ; ସମୂହ; ପୁଞ୍ଜ — Collection; multitude; herd
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଖଣ୍ଡ — Fragment; piece
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଗୋଷ୍ଠୀ; ସମ୍ପ୍ରଦାୟ, ମଣ୍ଡଳୀ — Party; company; detachment; sect
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ରାଶି — Heap
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଅସ୍ତ୍ରାଦିର ଖୋପ ବା ଖୋଳ — Seath
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଅସ୍ତ୍ରାଦିର ଧାର — Edge of instruments
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଅସ୍ତ୍ରଫଳକ; ଫଲା — Blade of a weapon
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଘାସର ପତ୍ରର ଫାଳ — Blade of grass
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ନାନାପ୍ରକାର ଜଳଜ ତୃଣ (ହି. ଶବ୍ଦସାଗର) — Many kinds of aquatic grass
- ସଂ. ବି. (ଦଳ୍ ଧାତୁ=ବିକାଶ ପାଇବା+କର୍ତ୍ତୃ. ଅ) — ଜଳକୁ ଯେସନ ଦଳ ପ୍ରମାଦ—ପ୍ରାଚୀ. ପରଚେଗୀତା।