ଦଳପ Daḻapa

  • ସଂ. ବି. (ଦଳ+ପା ଧାତୁ+କର୍ତ୍ତୃ. ଅ) — ଦଳପତି — Leader of a party
  • ସଂ. ବି. (ଦଳ+ପା ଧାତୁ+କର୍ତ୍ତୃ. ଅ) — ସୁନା (ହି. ଶବ୍ଦସାଗର) — Gold