ଦଲୁଜ୍ Daluj
- ପ୍ରାଦେ (ମେଦିନୀପୁର) ବୈଦେ. ବି. (ଫା. ଦହଲୀଜ୍) — ବୈଠକଖାନା — Parlour; drawing room
- ପ୍ରାଦେ (ମେଦିନୀପୁର) ବୈଦେ. ବି. (ଫା. ଦହଲୀଜ୍) — ବାରଣ୍ଡା — Veranda
- ପ୍ରାଦେ (ମେଦିନୀପୁର) ବୈଦେ. ବି. (ଫା. ଦହଲୀଜ୍) — ଦରବାର ଘର — Durbar hall
- ପ୍ରାଦେ (ମେଦିନୀପୁର) ବୈଦେ. ବି. (ଫା. ଦହଲୀଜ୍) — ଇରୁଣ୍ଡି ବନ୍ଧ — The bottom piece of a door-frame; door-sill