ଦଲିଲ୍ Dalil
- ବୈଦେ. ବି. (କଚିରିଆ) (ଫା. ଦଲୀଲ୍=ଯୁକ୍ତି, ତର୍କ) — କୌଣସି ବିଷୟର ଲିଖିତ ନିଦର୍ଶନ — 1. Document; a deed; any thing in writing
- ବୈଦେ. ବି. (କଚିରିଆ) (ଫା. ଦଲୀଲ୍=ଯୁକ୍ତି, ତର୍କ) — ଲିଖିତ ପ୍ରମାଣ — Evidence in writing; documentary evidence
- ବୈଦେ. ବି. (କଚିରିଆ) (ଫା. ଦଲୀଲ୍=ଯୁକ୍ତି, ତର୍କ) — [ଦ୍ର—ଏହା ସାଧା ରବା ପୋଲା ବା ଗର ରେଜିଷ୍ଟରି ଦଲିଲକୁ କିମ୍ବା ପକ୍କା ବା ରେଜିଷ୍ଟରି ଦଲିଲକୁ ବୁଝାଏ।]