ଦରୋଟି Daroṭi
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — ଅବ୍ୟକ୍ତ; ଅସ୍ପଷ୍ଟ; ଅର୍ଦ୍ଧୋଚ୍ଚାରିତ — Half-lisped; indistinctly uttered
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — ଶିଶୁର ଦରୋଟି ଅମୃତ ବଚନ । ମଧୁସୂଦନ. ଛାନ୍ଦମାଳା ।
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — ଦରସିଝା — Parboiled; incompletely boiled
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — (ଯଥା—ଦରୋଟି ଭାତ।)
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — ଅପରିପକ୍ୱ — Immature
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — (ଯଥା—ସେ ତାର ଦରୋଟି ବୟସରୁ ସଂସାରରେ ପଶିଛି ।)
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — ଅପକ୍ୱ — Raw; unripe
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — ଅର୍ଦ୍ଧ ପକ୍ୱ; ଦର ପାଚିଲା — Half-ripe; partially ripe
- ଦେ. ବିଣ. (ସଂ. ଅର୍ଦ୍ଧସ୍ଫୁଟ) — (ଯଥା—ଦରୋଟି ଆମ୍ବ ।)
- କ୍ରି. ବିଣ — ସାମାନ୍ୟରେ; ଅଳ୍ପ ଅଳ୍ପ — Partly; partially
- କ୍ରି. ବିଣ — (ଯଥା—ଯେତେ ଦରୋଟି ପାଚିଲା ଆମ୍ବ ଅଛି ସବୁତକ ଗଛରୁ ତୋଳ ।)