ଦରୀ Darī

  • ସଂ. ବି. (ଦର୍+ଈ) — ଦରି (ଦେଖ) — Dari (See)
  • ସଂ. ବିଣ. ପୁଂ. (ଦର+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଭୟଯୁକ୍ତ; ଭୀତ — Frightened; terrified
  • ସଂ. ବିଣ. ପୁଂ. (ଦର+ଅଛି ଅର୍ଥରେ ଇନ୍; 1 ମା. 1 ବ) — ବିଧବା ହେବାରେ ଦରୀ ମନ୍ଦୋଦରୀ ବଚନ ଉଚ୍ଚାରେ । ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ ।
  • ସଂ. ବିଣ. ପୁଂ. (ଦର+ଅଛି ଅର୍ଥରେ ଇନ୍; 1 ମା. 1 ବ) — ବିଦାରଣଶୀଳ — Rending
  • ସଂ. ବିଣ. ପୁଂ. (ଦର+ଅଛି ଅର୍ଥରେ ଇନ୍; 1 ମା. 1 ବ) — ସକମ୍ପ — Trembling, tremulous