ଦରମା Daramā

  • ବୈଦେ. ବି (ଫା. ଦରମାହା) — ବେତନ; ଭୃତ୍ୟର ମାସିକ ନିର୍ଦ୍ଦିଷ୍ଟ ପାରିଶ୍ରମିକ — Salary; fixed monthly remuneration or pay
  • ବୈଦେ. ବି (ଫା. ଦରମାହା) — ସେ ଦରମାରେ ତ ଗଣା ହେବ ନାହିଁ, ଉଚ୍ଚ ପଦ ତୋର କିମ୍ବା ଦରମାହି । ରାଧାନାଥ, ଦରବାର ।