ଦରଦର Daradara

  • ଦେ. ବିଣ — ଅଜସ୍ର (ପ୍ରବାହ) — Continuous (flow)
  • ଦେ. ବିଣ — ଦର ଦର ଧାରେ ସତୀ ନୟନରୁ ନୀର, ବହୁଥିଲା ଅବିଶ୍ରାନ୍ତ ଭାବେ ଦୁର୍ନିବାରା । ନନ୍ଦକିଶୋର. ସୀତାବନବାସ ।
  • ଦେ. ବିଣର ବିଣ — ଅସଂପୂର୍ଣ୍ଣଭାବରେ ବା ଅଧାଅଧିଭାବରେ — Partially; incompletely
  • ଦେ. ବିଣର ବିଣ — (ଯଥା—ଦରଦର ପାଚିଲା ଆମ୍ବ ।)
  • ଦେ. କ୍ରି. ବିଣ — ଅନର୍ଗଳ; ଅବିରଳ (ବହୁଥିବା) — Continuously (flowing)
  • ଦେ. କ୍ରି. ବିଣ — ଦରଦର ବାରି ନୟନ ଝରିଲା ସରିଲା ସର୍ବ ବାସନା— ରାଧାନାଥ, ପାର୍ବତୀ ।