ଦମ୍ୟ Damya

  • ସଂ. ବିଣ. (ଦମ୍ ଧାତୁ+ କର୍ମ. ଯ) — ଦମନୀୟ; ଶାସନୀୟ; ଶାସ୍ୟ — Controllable; fit to be subdued or checked
  • ସଂ. ବି. — ଛୋଟ ଷଣ୍ଢ — A young bull
  • ସଂ. ବି. — ଅଣ୍ଡିରା ବାଛୁରୀ — A bull-calf
  • ସଂ. ବି. — ଦମ୍ୟ ଖୁରଉଡ଼ା ଭୂ—ପରାଗ ବୁଡ଼ା ଶ୍ରୀଅଙ୍ଗୁଟି କି ସୁନ୍ଦର। କବିସୂର୍ଯ୍ୟ. ସଙ୍ଗୀତ।
  • ସଂ. ବି. — ଦାମୁଡ଼ି — A young bullock; steer