ଦମ୍ଡ଼ୀ Dāmṟḍ̠ī
- ପ୍ରାଦେ. (ସିଂହଭୂମ) ବି. ସ୍ତ୍ରୀ. (ତୁଳ. ସଂ. ଦମ୍ୟ=ଦାମୁଡ଼ି; ମଣ କରାଯିବାର ଉପଯୁକ୍ତ ଅଣ୍ଡିରା ବାଛୁରୀ) — ଛଡ଼ା; ପ୍ରସବ କରି ନ ଥିବା ମାଈ ବାଛୁରୀ — Cow-calf; heifer
- ପ୍ରାଦେ. (ସିଂହଭୂମ) ବି. ସ୍ତ୍ରୀ. (ତୁଳ. ସଂ. ଦମ୍ୟ=ଦାମୁଡ଼ି; ମଣ କରାଯିବାର ଉପଯୁକ୍ତ ଅଣ୍ଡିରା ବାଛୁରୀ) — [ଦ୍ର—ଓଡ଼ିଶାରେ ଦାମୁଡ଼ିର ଅର୍ଥ ବଡ଼ ଅଣ୍ଡିରା ବାଛୁରୀ।]