ଦମ୍ଭ Dambha

  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — ଦର୍ପ; ଅହଙ୍କାର — Pride; arrogance; haughtiness
  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — ଆତ୍ମମ୍ଭରିତା — Selfishness
  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — କପଟତା — Hypocricy
  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — ଦୁଷ୍ଟତା — Wickedness; wantonness
  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — ଶଠତା — Deception; fraud; deceitfulness
  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — ଦୈତ୍ୟବିଶେଷ — Name of a demon
  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — କପଟ; ବ୍ୟାଜ; ଛଳନା — Feigning; guise
  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — ମିଳିନ୍ଦ ଲତାଦମ୍ଭବନିତା ବଦନେ ମିଶି ମାରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ମ. ଗୀତ।
  • ସଂ. ବି. (ଦମ୍ଭ୍ ଧାତୁ+ଭାବ.ଅ) — ଲୋକଙ୍କୁ ଦେଖାଇବା ଉଦ୍ଦେଶ୍ୟରେ କରାଯିବା ବୃଥା ଆଡ଼ମ୍ବର — Outward show
  • ଦେ. ବି. — ଧୈର୍ଯ୍ଯ — Patience
  • ଦେ. ବି. — ରେ ଦୁଃଖି ଧନ, ଦମ୍ଭ ଦେଖିବାକୁ ସିନା କଲି ଛନ। କବିସୂର୍ଯ୍ୟ କିଶୋରୀଚମ୍ପୂ. ଦ. ଗୀତ।
  • ଦେ. ବି. — ସହିବାର କ୍ଷମତା — Fortitude; forbearance